ETV Bharat / state

ଚାଷଜମିରୁ ଗଳିତ ମୃତଦେହ ଉଦ୍ଧାର

author img

By

Published : Aug 6, 2020, 6:02 PM IST

unknown dead body found in  corp field
ଚାଷଜମିରୁ ଉଦ୍ଧାର ହେଲା ଗଳିତ ମୃତଦେହ

ସଦର ଥାନା ନିକଟ ଚାଷଜମିରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଠାବ କରାଯାଇଛି ।

କେନ୍ଦ୍ରାପଡା: ସଦର ଥାନା ନିକଟ ଚାଷଜମିରେ ଜଣେ ମହିଳାଙ୍କ ଗଳିତ ମୃତଦେହ ଠାବ କରାଯାଇଛି । ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନଥିବା ବେଳେ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଚାଷଜମିରୁ ଉଦ୍ଧାର ହେଲା ଗଳିତ ମୃତଦେହ

ତେବେ ପାରିପାର୍ଶ୍ବିକ ଅବସ୍ଥାରୁ ଏହା ହତ୍ୟା ସନ୍ଦେହ କରାଯାଉଛି । ମୃତଦେହଟି ସମ୍ପୂର୍ଣ୍ଣ ରୂପେ ପଚିଯାଇଥିବାରୁ ଏହାକୁ ଚିହ୍ନଟ କରିବା କଷ୍ଟକର ହୋଇପଡିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.