ETV Bharat / state

ପଣ୍ୟ କାରବାରରେ ପାରାଦ୍ବୀପ ବନ୍ଦରକୁ ସଫଳତା

author img

By

Published : Feb 20, 2022, 8:39 PM IST

ପଣ୍ୟ କାରବାରରେ ପାରାଦ୍ବୀପ ବନ୍ଦରକୁ ସଫଳତା: ବନ୍ଦର ଅଧ୍ୟକ୍ଷ
ପଣ୍ୟ କାରବାରରେ ପାରାଦ୍ବୀପ ବନ୍ଦରକୁ ସଫଳତା: ବନ୍ଦର ଅଧ୍ୟକ୍ଷ

ପାରାଦ୍ୱୀପ ବନ୍ଦରକୁ ପଣ୍ୟ କାରବାରରେ ଉଲ୍ଲେଖନୀୟ ସଫଳତା । ପଣ୍ୟ କାରବାରରେ ୧ ଶହ ମିଲିୟନ ମେଟ୍ରିକ ଟନ୍‌ ଅତିକ୍ରମ କରିଛି ପାରାଦ୍ବୀପ ବନ୍ଦର । ଅଧିକ ପଢନ୍ତୁ

ଜଗତସିଂହପୁର: ପାରାଦ୍ୱୀପ ବନ୍ଦରକୁ ପଣ୍ୟ କାରବାରରେ ଉଲ୍ଲେଖନୀୟ ସଫଳତା । ପଣ୍ୟ କାରବାରରେ ୧ ଶହ ମିଲିୟନ ମେଟ୍ରିକ ଟନ୍‌ ଅତିକ୍ରମ କରିଛି ପାରାଦ୍ବୀପ ବନ୍ଦର । ଏହାକୁ ନେଇ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପୋଲାମରାଜୁ ଲକ୍ଷ୍ମୀ ହାରନାଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପଣ୍ୟ କାରବାରରେ ପାରାଦ୍ବୀପ ବନ୍ଦରକୁ ସଫଳତା: ବନ୍ଦର ଅଧ୍ୟକ୍ଷ

ତେବେ ଚଳିତ ବର୍ଷ ଚୀନକୁ ଲୁହା ପଥର ରପ୍ତାନୀ ବନ୍ଦ ରହିଥିବାରୁ କିଛି ପରିମାଣର କ୍ଷତି ହୋଇଥିଲେ ମଧ୍ୟ କାର୍ଗୋ ରପ୍ତାନୀ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି ବୋଲି ଅଧ୍ୟକ୍ଷ କହିଛନ୍ତି । ସେହିପରି ଭାରତରେ ପାରାଦ୍ୱୀପ ବନ୍ଦର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଥିବା ଅଧ୍ୟକ୍ଷ ପୋଲାମରାଜୁ ପ୍ରକାଶ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.