ETV Bharat / state

ମଲାଚଣ୍ଡିଆ ଛକରୁ ଅଜଣା ମୃତଦେହ ଉଦ୍ଧାର

author img

By

Published : Jan 11, 2021, 11:36 AM IST

ମଲାଚଣ୍ଡିଆ ଛକରୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର
ମଲାଚଣ୍ଡିଆ ଛକରୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର

କଟକ ମଲାଚଣ୍ଡିଆ ଛକ ନିକଟରୁ ଏକ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର । ତେବେ ମୃତକଙ୍କ ପରିଚୟ ମିଳି ନଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା, ସେନେଇ ପଚରାଉଚରା ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ...

କଟକ: ମଲାଚଣ୍ଡିଆ ଛକ ନିକଟରୁ ଏକ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର । ଛକଠାରେ ଥିବା ନଦୀବନ୍ଧ ସିଡ଼ିରେ ଅଜଣା ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଥିବା ବେଳେ ମୃତକଙ୍କ ପରିଚୟ ମିଳି ପାରିନାହିଁ।

ମଲାଚଣ୍ଡିଆ ଛକରୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର
ମଲାଚଣ୍ଡିଆ ଛକରୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର

ତେବେ କିଏ ସେହି ବ୍ୟକ୍ତି ? ଏହା ହତ୍ୟା ନା ଆତ୍ମହତ୍ୟା ? ଏନେଇ ପଚରାଉଚରା ଜାରି ରଖିଛି ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.