ETV Bharat / state

ବିଦ୍ୟୁତ ସମସ୍ୟା ନେଇ ବିଜେପିର ଧାରଣା

author img

By

Published : Jul 17, 2021, 10:18 PM IST

ବିଦ୍ୟୁତ ସମସ୍ୟା ନେଇ ବିଜେପିର ଧାରଣା
ବିଦ୍ୟୁତ ସମସ୍ୟା ନେଇ ବିଜେପିର ଧାରଣା

ବାଲେଶ୍ଵର ବିଜେପି ପକ୍ଷରୁ ଅହେତୁକ ବିଦ୍ୟୁତ ଶୁଳ୍କବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଧାରଣା ଦିଆଯାଇଥିଲା । ଅଧିକ ପଢନ୍ତୁ...

ବାଲେଶ୍ଵର: ବାଲେଶ୍ଵର ବିଜେପି ପକ୍ଷରୁ ଅହେତୁକ ବିଦ୍ୟୁତ ଶୁଳ୍କବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଧାରଣା ଦିଆଯାଇଥିଲା ।

ବିଦ୍ୟୁତ ସମସ୍ୟା ନେଇ ବିଜେପିର ଧାରଣା
ସାଧାରଣ ଲୋକଙ୍କ ପାଇଁ ବିଜୁଳି ଅତ୍ୟନ୍ତ ଆବଶ୍ୟକ ହୋଇଥିବା ବେଳେ ଏବେ ଟାଟା ପାୱାର ବିଦ୍ୟୁତ ପରିବଣ୍ଟନ ଦାୟିତ୍ୱ ନେବା ପରେ ମାନମୁଖୀ ଭାବେ ବିଦ୍ୟୁତ କାଟ କରିବା ସହ ବିଦ୍ୟୁତ ଶୁଳ୍କ ବୃଦ୍ଧି କରି ସାଧାରଣ ଲୋକଙ୍କ ଉପରେ ବୋଝ ଲଦି ଦେଇଛି । ଏଥିପାଇଁ ରାଜ୍ୟ ସରକାର ଦୃଷ୍ଟି ଦେଇ ଲୋକଙ୍କ ସମସ୍ୟା ନବୁଝିଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ ହେବ ବୋଲି ବିଜେପି କହିଛି ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.