ETV Bharat / sports

କେରଳ ସ୍ବପ୍ନ ଅଧୁରା, ପ୍ରଥମ ଥର ISL ଚାମ୍ପିୟନ ହାଇଦ୍ରାବାଦ ଏଫସି

author img

By

Published : Mar 20, 2022, 10:58 PM IST

ISL 2021-22: Hyderabad clinches maiden title as beat kerala blasters on penalities
କେରଳ ସ୍ବପ୍ନ ଅଧୁରା, ପ୍ରଥମ ଥର ISL ଚାମ୍ପିୟନ ହାଇଦ୍ରାବାଦ ଏଫସି

ଇଣ୍ଡିଆନ ସୁପର ଲିଗ(ISL)କୁ ମିଳିଲା ନୂଆ ଚାମ୍ପିୟନ । ରବିବାର ଫାଇନାଲ ମୁକାବିଲାରେ କେରଳ ବ୍ଳାଷ୍ଟର୍ସକୁ ହରାଇ ପ୍ରଥମ ଥର ଟାଇଟେଲ ବିଜେତା ହୋଇଛି ହାଇଦ୍ରାବାଦ ଏଫସି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଇଣ୍ଡିଆନ ସୁପର ଲିଗ(ISL)କୁ ମିଳିଲା ନୂଆ ଚାମ୍ପିୟନ । ରବିବାର ଫାଇନାଲ ମୁକାବିଲାରେ କେରଳ ବ୍ଳାଷ୍ଟର୍ସକୁ ହରାଇ ପ୍ରଥମ ଥର ଟାଇଟେଲ ବିଜେତା ହୋଇଛି ହାଇଦ୍ରାବାଦ ଏଫସି ।

ହାଇଦ୍ରାବାଦ ପ୍ରଥମ ଥର ଫାଇନାଲରେ ପହଞ୍ଚିଥିଲା ଓ କେରଳ ବ୍ଳାଷ୍ଟର୍ସ ପାଇଁ ଏହା ତୃତୀୟ ଫାଇନାଲ ପ୍ରବେଶ ଥିଲା । ପୂର୍ବରୁ ୨୦୧୪ ଓ ୨୦୧୬ ସଂସ୍କରଣରେ ଫାଇନାଲରେ କେରଳ ପହଞ୍ଚିଥିଲେ ମଧ୍ୟ ଉଭୟଥର ATK ଠାରୁ ପରାସ୍ତ ହୋଇଥିଲା । ଫଳରେ କେରଳ ବ୍ଳାଷ୍ଟର୍ସର ISL ଟ୍ରଫି ବିଜୟ ସ୍ବପ୍ନ ଅଧୁରା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.