ETV Bharat / sports

CWG 2022 Day 5: ନିରାଶ କଲେ ଦୂତି, ୧୦୦ ମିଟର ମହିଳା ଦୌଡ ସେମି କ୍ୱାଲିଫାଏରେ ହେଲେ ବିଫଳ

author img

By

Published : Aug 2, 2022, 5:56 PM IST

Updated : Aug 2, 2022, 6:44 PM IST

ରାଜ୍ୟଗୋଷ୍ଠୀ କ୍ରୀଡା ଦୌଡ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ପାଇଲେ ଧାବିକା ଦୂତି ଚାନ୍ଦ । ସେମି କ୍ୱାଲିଫାଏ ରାଉଣ୍ଡରୁ ନିଜର ଅଭିଯାନ ଶେଷ କରିଛନ୍ତି ଦୂତି । ୧୦୦ ମିଟର ମହିଳା ଦୌଡ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନରେ ଥିବାରୁ ସେମିଫାଇନାଲକୁ ଉତ୍ତିର୍ଣ୍ଣ ହୋଇପାରିନାହାନ୍ତି । ଅଧିକ ପଢନ୍ତୁ

CWG 2022 Day 5: ନିରାଶ କଲେ ଦୂତି, ୧୦୦ ମିଟର ମହିଳା ଦୌଡରେ ପାଇଲେ ଚତୁର୍ଥ ସ୍ଥାନ
CWG 2022 Day 5: ନିରାଶ କଲେ ଦୂତି, ୧୦୦ ମିଟର ମହିଳା ଦୌଡରେ ପାଇଲେ ଚତୁର୍ଥ ସ୍ଥାନ

ବର୍ମିଂହାମ(ଇଂଲଣ୍ଡ): ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ପାଇ ଅଭିଯାନ ଶେଷକଲେ ଭାରତୀୟ ଧାବିକା ଦୂତି ଚାନ୍ଦ । ୧୦୦ ମିଟର ମହିଳା ଦୌଡ ପ୍ରତିଯୋଗିତାର ପଞ୍ଚମ ହିଟ୍ସରେ ଚତୁର୍ଥ ସ୍ଥାନ ପାଇ ଅଭିଯାନ ଶେଷ କରିଛନ୍ତି ଦୂତି । ୧୦୦ ମିଟର ଅତିକ୍ରମ ପାଇଁ ଦୂତି 11.55ସେକେଣ୍ଟ ନେଇଥିଲେ । ଯାହା ଅତ୍ୟନ୍ତ ନୈରାଶ୍ୟଜନକ ଥିଲା ।

ବର୍ମିଂହାମରେ ଚାଲିଥିବା କମନୱେଲ୍‌ଥ ଗେମ୍ସ(Commonwealth Games 200) ପ୍ରତିଯୋଗିତାରେ ପୁଣି ନିରାଶ କରିଛନ୍ତି ଦୌଡରାଣୀ ଦୂତି ଚାନ୍ଦ । ସେମି କ୍ୱାଲିଫାଏ ରାଉଣ୍ଡରୁ ନିଜର ଅଭିଯାନ ଶେଷ କରିଛନ୍ତି ଦୂତି । ୧୦୦ ମିଟର ମହିଳା ଦୌଡ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନରେ ଥିବାରୁ ସେମିଫାଇନାଲକୁ ଉତ୍ତିର୍ଣ୍ଣ ହୋଇପାରିନାହାନ୍ତି । ଫଳରେ ଅଳ୍ପକେ ଭାରତର ମେଡାଲ୍ ଆଶା ମଉଳିଯାଇଛି ।

Last Updated :Aug 2, 2022, 6:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.