ETV Bharat / sports

ଆଖିରେ ଲାଗିଥିଲା ଆଘାତ, ଆଶଙ୍କାରେ ହକି ଖେଳାଳି ରୀନା ଖୋକରଙ୍କ କ୍ୟାରିୟର

author img

By

Published : May 3, 2020, 2:16 PM IST

ଭାରତୀୟ ମହିଳା ହକି ଖେଳାଳି ରୀନା ଖୋକରଙ୍କ କ୍ୟାରିୟର ଶେଷ ହେବାନେଇ ଚର୍ଚ୍ଚା । ଗତ ବର୍ଷ ଏପ୍ରିଲରେ ଜିମରେ ଅଭ୍ୟାସ ବେଳେ ଆହତ ହୋଇଥିଲେ ଏହି ଷ୍ଟାର ଖେଳାଳି ।

Career-threatening eye injury failed to dent Reena Khokar's spirit to play Indian hockey
ଆଖିରେ ଲାଗିଥିଲା ଆଘାତ, ଆଶଙ୍କାରେ ହକି ଖେଳାଳି ରୀନା ଖୋକରଙ୍କ କ୍ୟାରିୟର

ବେଙ୍ଗାଲୁରୁ: ଭାରତୀୟ ମହିଳା ହକି ଖେଳାଳି ରୀନା ଖୋକରଙ୍କ କ୍ୟାରିୟର ଶେଷ ହେବାନେଇ ଚର୍ଚ୍ଚା । ଗତ ବର୍ଷ ଏପ୍ରିଲରେ ଜିମରେ ଅଭ୍ୟାସ ବେଳେ ଆହତ ହୋଇଥିଲେ ଏହି ଷ୍ଟାର ଖେଳାଳି ।

ଅଭ୍ୟାସବେଳେ ରୀନାଙ୍କ ବାମଆଖିରେ ଆଘାତ ଲାଗିଥିଲା । ଏହାପରେ କିଛି ମାସ ମଧ୍ୟରେ ଏହା ଠିକ୍ ହେଇଯିବା ନେଇ ସେ ଅନୁମାନ କରିଥିଲେ । ମାତ୍ର ସୁସ୍ଥ ହେବାପାଇଁ ଗୋଟିଏ ବପର୍ଷରୁ ଅଧିକ ସମୟ ବିତିସାରିଛି । ଏହି ସମୟକୁ ଜୀବନର ସବୁଠୁ କଠିନ ସମୟ ଦେଇ ଗତି କରୁଥିବା କହିଛନ୍ତି ରୀନା ଖୋକର । ତେବେ ସେ ଭାରତୀୟ ଜର୍ସି ପିନ୍ଧି ପୁଣି ଟିମକୁ କମବ୍ୟାକ ଆଶା ଛାଡନଥିବା କହିଛନ୍ତି ।

ଏକଦା ହକି ମହିଳା ଟିମ ଇଣ୍ଡିଆର ପ୍ରମୁଖ ଓ ନୀୟମିତ ଖେଳାଳି ଥିଲେ ରୀନା । 2017ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ଜାତୀୟ ଦଳରେ ଡେବ୍ୟୁ କରିଥିଲେ । 2018 ଏସିଆନ ଗେମ୍ସ ବିଜେତା ଭାରତୀୟ ମହିଳା ହକି ଦଳର ସଦସ୍ୟ ରହିଛନ୍ତି ରୀନା । ଏଥିସହିତ ସେହିବର୍ଷ FIH ମହିଳା ହକି ବିଶ୍ବକପ ମଧ୍ୟ ଖେଳିଛନ୍ତି ରୀନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.