ETV Bharat / sports

ଆଇପିଏଲ 2020: ରୋହିତ-ବିରାଟ ଫାଇଟ, ଟସ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି

author img

By

Published : Sep 28, 2020, 7:26 PM IST

Updated : Sep 28, 2020, 7:31 PM IST

IPL 2020: RCB Vs MI, Mi won the toss decided to bowl first
ଆଇପିଏଲ 2020: ବାଙ୍ଗାଲୋର ବିପକ୍ଷରେ ଟସ ଜିତି ମୁମ୍ବାଇର ବୋଲି ନିଷ୍ପତି

ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଫଳରେ ପ୍ରଥମେ ବ୍ୟାଟିଂ କରିବ ବିରାଟଙ୍କ ବାଙ୍ଗାଲୋର ଟିମ ।

ଦୁବାଇ: ଆଜି ଆଇପିଏଲ 2020ର 10ତମ ମ୍ୟାଚ ଖେଳାଯାଉଛି । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେଉଛି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଫଳରେ ପ୍ରଥମେ ବ୍ୟାଟିଂ କରିବ ବିରାଟଙ୍କ ବାଙ୍ଗାଲୋର ଟିମ ।

ମ୍ୟାଚରେ ହୋଇପାରେ ରନ ରେକର୍ଡ ବର୍ଷା । ରୋହିତ-କୋହଲିଙ୍କ ମଧ୍ୟରେ ଦେଖିବାକୁ ମିଳିବ ବ୍ୟକ୍ତିଗତ ରନ ଟକ୍କର । 5 ହଜାର ଓ 150 ଛକା ପୂରଣ କରି ପାରନ୍ତି MI କ୍ୟାପଟେନ । ସେପଟେ 5 ହଜାର 500 ରନ ଲକ୍ଷ୍ୟରେ ବିରାଟ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚୂଡାନ୍ତ ଏକାଦଶ: ଦେବଦତ୍ତ ପାଦିକ୍କଲ, ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡିଭିଲିୟର୍ସ, ଗୁରୁକ୍ରିତ ସିଂ ମନ୍, ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ନବଦୀପ ସାଇନି, ୟୁଜଭେନ୍ଦ୍ର ଚହଲ, ଆଡାମ ଜାମ୍ପା, ଇସୁରୁ ଉଦାନା

ମୁମ୍ବାଇ ଇଣ୍ଡିଆନ୍ସ ଚୂଡାନ୍ତ ଏକାଦଶ: କ୍ବାଣ୍ଟିନ୍ ଡି କକ୍, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କ୍ରୁନାଳ ପାଣ୍ଡ୍ୟା, ରାହୁଲ ଚହର, ଜେମ୍ସ ପାଟିନସନ, ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା ।

Last Updated :Sep 28, 2020, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.