ETV Bharat / sports

AUS vs IND 3rd T20: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ବିରାଟ ବାହିନୀ

author img

By

Published : Dec 8, 2020, 1:39 PM IST

Updated : Dec 8, 2020, 1:45 PM IST

AUS vs IND 3rd T20: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ବିରାଟ ବାହିନୀ
AUS vs IND 3rd T20: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି, କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ବିରାଟ ବାହିନୀ

3ୟ ଟି-20 ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ବିରାଟ ବାହିନୀ ।

ସିଡନୀ: 3ୟ ଟି-20 ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ବିରାଟ ବାହିନୀ ।

ଭାରତୀୟ ଚୁଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅନ୍ୟପଟେ ଘରୋଇ ଅଷ୍ଟ୍ରେଲିଆ ଦଳରେ ଷ୍ଟୋନିସଙ୍କୁ ବିଶ୍ରାମ ଦିଆଯାଇଛି । ଆଜିର ଅନ୍ତିମ ମ୍ୟାଚରେ ଫିଞ୍ଚଙ୍କ ନେତୃତ୍ବରେ ଗ୍ରାଉଣ୍ଡକୁ ଓହ୍ଲାଇବ କଙ୍ଗାରୁ ଦଳ ।

ଭାରତୀୟ ସମୟଅନୁସାରେ ମ୍ୟାଚ ଦିନ 1ଟା 40ରେ ଆରମ୍ଭ ହେବ । 3ମ୍ୟାଚ ବିଶିଷ୍ଟ ଟି 20 ସିରିଜର ପୂର୍ବ 2ଟି ମ୍ୟାଚରେ ଭାରତ ବିଜୟ ହାସଲ କରି ଆଗୁଆ ସିରିଜ କବ୍ଜା କରି ସାରିଛି ।

ଚୁଡାନ୍ତ ଏକାଦଶ:-

ଭାରତ: ବିରାଟ କୋହଲି(କ୍ୟାପଟେନ), ଶିଖର ଧୱନ, କେଏଲ ରାହୁଲ (ୱିକେଟ କିପର), ଶ୍ରେୟାସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ , ଓ୍ବାସିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଟି ନଟରାଜନ, ସଞ୍ଜୁ ସାମସନ

ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ(କ୍ୟାପଟେନ),ଡି ଆରସି ସର୍ଟ, ମାଥ୍ୟୁ ୱେଡ୍ (ୱିକେଟ କିପର), ଷ୍ଟିଭ ସ୍ମିଥ, ଗ୍ଳେନ ମାକ୍ସୱେଲ, ସିନ ଆବଟ୍ଟ,ଆଡାମ ଜାମ୍ପା, ମୋଇସେସ ହେନେରିକ୍ସ।, ମିଚେଲ ସ୍ବେପସନ,ଡାନିଏଲ୍ ସାମସ୍, ଆଣ୍ଡ୍ରିୟୁ ଟାଇ

Last Updated :Dec 8, 2020, 1:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.