ETV Bharat / city

ବିଦେଶ ଫେରନ୍ତାଙ୍କ ଉପରେ ରହିଛି କଡା ନଜର: CMC ସ୍ବାସ୍ଥ୍ୟ ଅଧିକାରୀ

author img

By

Published : Jan 2, 2022, 7:14 PM IST

Updated : Jan 2, 2022, 8:46 PM IST

ବିଦେଶ ଫେରନ୍ତାଙ୍କ ଉପରେ ରହିଛି କଡା ନଜର: CMC ସ୍ବାସ୍ଥ୍ୟ ଅଧିକାରୀ
ବିଦେଶ ଫେରନ୍ତାଙ୍କ ଉପରେ ରହିଛି କଡା ନଜର: CMC ସ୍ବାସ୍ଥ୍ୟ ଅଧିକାରୀ

ବିଦେଶ ଫେରନ୍ତାଙ୍କ ଉପରେ କଡା ନଜର ରଖିଛନ୍ତି CMC କର୍ମଚାରୀ । ଭୟଭୀତ ନହେବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ଅଧିକାରୀ । ଅଧିକ ପଢନ୍ତୁ

କଟକ: ବଢୁଛି ଓମିକ୍ରନ ଭୟ(Omicron Fear) । ସାରା ଦେଶରେ ମାଡି ଚାଲିଛି କୋଭିଡର ନୂଆ ଭାରିଆଣ୍ଟ । ତେବେ ଏଥିପାଇଁ ଭୟଭୀତ ନହେବାକୁ ପରାମର୍ଶ ଦେଲେ କଟକ ମ୍ୟୁନିସିପାଲ କର୍ପୋରେସନ ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର(Cuttack Municipal Corporation Health Officer) ।

ବିଦେଶ ଫେରନ୍ତାଙ୍କ ଉପରେ ରହିଛି କଡା ନଜର: CMC ସ୍ବାସ୍ଥ୍ୟ ଅଧିକାରୀ

ସେ କହିଛନ୍ତି ଯେ, ଅନେକ ବିଦେଶ ଫେରନ୍ତା କଟକ ଆସୁଛନ୍ତି । ସେମାନଙ୍କ ପାଇଁ କୋଭିଡ଼ ଗାଇଡଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଟକରୁ ଯେଉଁ ଓମିକ୍ରନ ରୋଗୀ ଚିହ୍ନଟ ହୋଇଥିଲେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ବିଦେଶ ଫେରନ୍ତାଙ୍କ ଉପରେ କଡା ନଜର ରହିଛି । ଏହାଛଡ଼ା ଚିକିତ୍ସା ଦିଗ ମଧ୍ୟ ବେଶ ମଜଭୁତ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଅଧକାରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated :Jan 2, 2022, 8:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.