ETV Bharat / city

କୋଟିଆ ବିବାଦ ତୁରନ୍ତ ସମାଧାନ କରାଯାଉ: ସୁର

author img

By

Published : Nov 8, 2021, 10:21 PM IST

କୋଟିଆ ବିବାଦ ତୁରନ୍ତ ସମାଧାନ କରାଯାଉ:ସୁର
କୋଟିଆ ବିବାଦ ତୁରନ୍ତ ସମାଧାନ କରାଯାଉ:ସୁର

ମଙ୍ଗଳବାର ନବୀନ ଜଗନ ଭେଟଘାଟ । ବିଭିନ୍ନ ଦ୍ୱିପାକ୍ଷିକ ଆଲୋଚନାରେ ସାମିଲ ହେବେ ଓଡିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଭୁବନେଶ୍ବର: ଆସନ୍ତାକାଲି ନବୀନ-ଜଗନ ଭେଟଘାଟ । ବିଭିନ୍ନ ଦ୍ୱିପାକ୍ଷିକ ଆଲୋଚନାରେ ସାମିଲ ହେବେ ଓଡିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଅପରାହ୍ଣରେ ଲୋକସେବା ଭବନରେ ଉଭୟଙ୍କ ମଧ୍ୟରେ ସୀମା ବିବାଦ ବିଶେଷକରି କୋଟିଆ ପ୍ରସଙ୍ଗ ଉଠିବ ବୋଲି ଆଲୋଚନା ଜୋର ଧରିଛି ।

କୋଟିଆ ବିବାଦ ତୁରନ୍ତ ସମାଧାନ କରାଯାଉ:ସୁର

ପାଖାପାଖି 21ଟି ଗାଁ ସୀମା ମଧ୍ୟରେ ରହିଛି। ତେବେ ଏହାକୁ ନେଇ ବର୍ଷିଛନ୍ତି ବିରୋଧୀ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଦାବି କରିଛନ୍ତି କି କୋଟିଆ ସୀମା ବିବାଦର ସମାଧାନ ହେଉ । ପୋଲାଭରମ ସମସ୍ୟା ସମାଧାନ କରାଯାଉ । ଜଳକୁ ସମାନ ଭାବରେ ବାଣ୍ଟିଂ ଦିଆଯାଉ ବୋଲି କହିଛନ୍ତି ବିଧାୟକ ସୁର ରାଉତ ରାୟ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.