ETV Bharat / city

ରାତିଅଧିଆ 4 ମନ୍ଦିରରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା

author img

By

Published : Jan 8, 2020, 7:55 PM IST

ଗୋଟିଏ ରାତିରେ 4 ଟି ମନ୍ଦିରରୁ ସିରିଜ ଲୁଟ
ଗୋଟିଏ ରାତିରେ 4 ଟି ମନ୍ଦିରରୁ ସିରିଜ ଲୁଟ

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବାହାଦୁଲପୁରରେ ଚାରୋଟି ମନ୍ଦିରରେ ସିରିଜ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଜାଣନ୍ତୁ ପୁରା ଖବର...

ବାଲେଶ୍ବର: ଜିଲ୍ଲା ଖଇରା ବ୍ଲକ ବାହାଦୁଲପୁରରେ ଚାରୋଟି ମନ୍ଦିରରେ ସିରିଜ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ତାରିଣୀ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଭୈରବୀ ମନ୍ଦିର ଓ ଗୁଣ୍ତିଚା ମନ୍ଦିରରୁ ଦୁର୍ବୃତ୍ତ ମାନେ କଳାକନା ବୁଲାଇଥିବା ପୂଜକ ଜାଣିବାକୁ ପାଇଥିଲେ।

ଗୋଟିଏ ରାତିରେ 4 ଟି ମନ୍ଦିରରୁ ସିରିଜ ଲୁଟ

ଚାରୋଟି ମନ୍ଦିରରୁ ସୁନା, ରୂପା ସମେତ ଲକ୍ଷ୍ୟାଧିକ ଟଙ୍କା ଚୋରି ହୋଇଥିବା ଜଣାପଡିଛି। ଅଭିଯୋଗ ପାଇ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବାହାଦୁଲପୁରରେ ଚାରୋଟି ମନ୍ଦିରରେ ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି।
Body:ଅଭିଯୋଗ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ତାରିଣୀ ମନ୍ଦିର,ରାଧାକୃଷ୍ଣ ମନ୍ଦିର,ଭୈରବି ମନ୍ଦିର ଓ ଗୁଣ୍ତିଚା ମନ୍ଦିରରୁ ଚୋରମାନେ କଳାକନା ବୁଲାଇଥିବା ପୂଜକ ପୂଜା କରିବା ବେଳେ ଜାଣିବାକୁ ପାଇଥିଲେ।ଚାରୋଟି ମନ୍ଦିରରୁ ସୁନା, ରୂପା ସମେତ ଲକ୍ଷ୍ଯାଧିକ ଟଙ୍କା ଚୋରି ହୋଇଥିବା ଜଣାପଡିଛି। Conclusion:ଅଭିଯୋଗ ପାଇ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.