ETV Bharat / business

ବଢିବ ବିଦ୍ୟୁତ ଉତ୍ପାଦନ, ଝାରସୁଗୁଡାରେ ଭେଲ ଖୋଲିବ ଥର୍ମାଲ ପାୱାର ପ୍ଲାଣ୍ଟ

author img

By

Published : Sep 11, 2019, 8:10 PM IST

ବୁଧବାର ଝାରସୁଗୁଡାରେରେ 1320 ମେଗାୱାଟର ଆଇବି ଥର୍ମାଲ ପାୱାର ଷ୍ଟେସନ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି ଭେଲ ।

ପ୍ରତିକାତ୍ମକ ଫଟୋ

ଝାରସୁଗୁଡା: ଓଡିଶାରେ ନିବେଶ କରିବ ରାଷ୍ଟ୍ରାୟତ ଇଞ୍ଜିନିୟରଂ କମ୍ପାନୀ ଭେଲ( ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ) । ଝାରସୁଗୁଡାରେରେ 1320 ମେଗାୱାଟର ଆଇବି ଥର୍ମାଲ ପାୱାର ଷ୍ଟେସନ ଖୋଲିବାକୁ କରିବାକୁ ଘୋଷଣା କରିଛି ବୁଧବାର ଭେଲ।


ଏହି ପ୍ରକଳ୍ପଟି ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡର(ଓପିଜିସି) ଅଧିନସ୍ଥ । ଏହା ଓଡିଶା ସରକାର ଓ ଆମେରିକାର ଶକ୍ତି କମ୍ପାନୀ AESର ସଂଯୁକ୍ତ ଉଦ୍ୟମରେ ତିଆରି । ଏହି ଯୋଜନା ଅନୁଯାୟୀ 660-660ର 2ଟି ୟୁନିଟ ରହିବ।

ଏଥିରୁ ଉତ୍ପାଦିତ ବିଦ୍ୟୁତ ଗ୍ରିଡ କର୍ପୋରେସନ ଅଫ ଓଡିଶାକୁ (ଗ୍ରିଡକୋ) ଯୋଗାଣ ହେବ। ଏହା ପୂର୍ବରୁ ଭେଲ ଆଇବି ତାପଜ ଥର୍ମିନାଲ ପାୱାର ହାଉସରେ 210 ମେଗାୱାଟର ୟୁନିଟ ଲଗାଯାଇଥିଲା ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.