ETV Bharat / bharat

ଉତ୍ତର ପ୍ରଦେଶ ଜନାଦେଶ 2022: ୧ ଲକ୍ଷରୁ ଉର୍ଦ୍ଧ୍ବ ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

author img

By

Published : Mar 10, 2022, 9:33 AM IST

Updated : Mar 10, 2022, 4:58 PM IST

UP assembly poll: ଜାରି ରହିଛି ଗଣତି
UP assembly poll: ଜାରି ରହିଛି ଗଣତି

16:45 March 10

୧ ଲକ୍ଷରୁ ଉର୍ଦ୍ଧ୍ବ ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

୧୪୬ ଆସନରେ ଆଗରେ ବିଜେପି ପ୍ରାର୍ଥୀ । ଗୋରଖପୁର ଆସନରୁ ପ୍ରାୟ ୧ ଲକ୍ଷ ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

14:57 March 10

୧୯ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ, ୩ରେ ସମାଜବାଦୀ ପାର୍ଟି

୧୬ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ,୩ ରେ ସମାଜବାଦୀ ପାର୍ଟି । ବହୁଜନ ସମାଜବାଦୀ ପାର୍ଟି ଓ କଂଗ୍ରେସ ଖାତା ଖୋଲିପାରି ନାହାନ୍ତି ।

13:41 March 10

୫ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ, ୨୬୧ରେ ଆଗୁଆ

ଉତ୍ତର ପ୍ରଦେଶରେ ୧୬ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ବିଜୟୀ । ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ବିଜୟୀ ହୋଇଥବା ସୂଚନା । ଏବେ ମଧ୍ୟ ୨୬୪ ଆସନରେ ଆଗୁଆ ଅଛି ବିଜେପି ।

11:50 March 10

272 ଆସନରେ ଆଗରେ BJP ଆଗୁଆ

275 ଆସନରେ ଆଗରେ ବିଜେପି ପ୍ରା୍ର୍ଥୀ ଆଗୁଆ । ସମାଜବାଦୀ ପାର୍ଟି ମାତ୍ର ୧୧୬ ରେ ଆସନରେ ଆଗରେ । ଜାରି ରହିଛି ଗଣତି ।

10:37 March 10

ଆସିଲା ସମସ୍ତ ୪୦୩ ଆସନରେ ଟ୍ରେଣ୍ଡିଂ

ଆସିଲା ସମସ୍ତ ୪୦୩ ଆସନରେ ଟ୍ରେଣ୍ଡିଂ । ୨୫୨ ଆସନରେ BJP ଆଗୁଆ । ୧୩୪ ଆସନ ସହ ଦ୍ବିତୀୟ ସ୍ଥାନରେ ରହିଛି ସମାଜବାଦୀ ପାର୍ଟି ।

10:13 March 10

242 ଆସନରେ ଆଗରେ ବିଜେପି ପ୍ରାର୍ଥୀ

242 ଆସନରେ ଆଗରେ ବିଜେପି ପ୍ରାର୍ଥୀ । ୧୧୮ରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆଗୁଆ । କଂଗ୍ରେସ ଓ ବହୁଜନ ସମାଜବାଦୀ ପାର୍ଟି ଯଥାକ୍ରମେ ୮ ଓ ୫ ଆସନରେ ଆଗୁଆ ।

09:53 March 10

ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ଅତିକ୍ରମ କଲା ବିଜେପି

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ ନମ୍ବର ଅତିକ୍ରମ କଲା ବିଜେପି । ୨୨୦ ଆସନରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ । ବର୍ତ୍ତମାନ ସୁଦ୍ଧା ୩୫୩ ଆସନରୁ ଆସିଛି ଟ୍ରେଣ୍ଡିଂ ଫଳାଫଳ ।

09:43 March 10

ଗୋରଖପୁରରୁ ଲିଡ୍‌ କରୁଛନ୍ତି ଯୋଗୀ ଆଦିତ୍ୟନାଥ

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଗୋରଖପୁର ଅର୍ବାନ ଆସନରୁ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କରହଲରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଗୁଆ ।

09:18 March 10

ଗଣତି ଜାରି: ୧ ଲକ୍ଷରୁ ଉର୍ଦ୍ଧ୍ବ ଭୋଟରେ ଜିତିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, 146 ଆସନରେ ଦଳୀୟ ପ୍ରାର୍ଥୀ ଆଗୁଆ

ଲକ୍ଷ୍ନୌ: ଜାରି ରହିଛି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଭୋଟ ଗଣତି । ଉତ୍ତର ପ୍ରଦେଶରେ 265 ଆସନରେ ଟ୍ରେଣ୍ଡ ସାମ୍ନାକୁ ଆସିଥିବା ବେଳେ ବିଜେପି ୨୦୦ ଆସନରେ ଆଗୁଆ ରହିଛି । ସେହିପରି 87 ଆସନରେ ଆଗୁଆ ଚାଲିଛି ସମାଜବାଦୀ ପାର୍ଟି ।

Last Updated :Mar 10, 2022, 4:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.