ETV Bharat / bharat

UPSC Results: ଶ୍ରୁତି ଶର୍ମା IAS ଟପ୍ପର, ଓଡ଼ିଶାର 7ଜଣ କୃତକାର୍ଯ୍ୟ

author img

By

Published : May 30, 2022, 3:28 PM IST

UPSC 2021 Results : ଓଡ଼ିଶାର ୬ଜଣ କୃତକାର୍ଯ୍ୟ, ଟପ୍‌ କଲେ ଶ୍ରୁତି ଶର୍ମା
UPSC 2021 Results : ଓଡ଼ିଶାର ୬ଜଣ କୃତକାର୍ଯ୍ୟ, ଟପ୍‌ କଲେ ଶ୍ରୁତି ଶର୍ମା

ପ୍ରକାଶ ପାଇଲା ୨୦୨୧ ସିଭିଲ ସର୍ଭିସ ପରୀକ୍ଷା ଫଳ । ସର୍ବଭାରତୀୟ ସ୍ତରରେ ଶ୍ରୁତି ଶର୍ମା ସିଭିଲ ସର୍ଭିସ ପରୀକ୍ଷାରେ ଟପ୍‌ କରିଛନ୍ତି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପ୍ରକାଶ ପାଇଲା ୨୦୨୧ ସିଭିଲ ସର୍ଭିସ ପରୀକ୍ଷା ଫଳ । ସର୍ବଭାରତୀୟ ସ୍ତରରେ ଶ୍ରୁତି ଶର୍ମା ସିଭିଲ ସର୍ଭିସ ପରୀକ୍ଷାରେ ଟପ୍‌ କରିଛନ୍ତି । ଏହା ତାଲିକାର ଦ୍ବିତୀୟ ସ୍ଥାନରେ ଅଙ୍କିତା ଅଗ୍ରଓ୍ବାଲ ରହିଥିବା ବେଳେ ତୃତୀୟ ସ୍ଥାନରେ ଜାମିନୀ ସିଙ୍ଗଲା ରହିଛନ୍ତି । ଓଡ଼ିଶାର 7 ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ତାଲିକାରେ ଓଡ଼ିଶାର କାର୍ତ୍ତିକ ପାଣିଗ୍ରାହୀ ଏହି ତାଲିକାର ୬୩ ତମ ରାଙ୍କ୍‌ରେ ରହିଛନ୍ତି ।

  • ପ୍ରକାଶ ପାଇଲା 2022 ସିଭିଲ ସର୍ଭିସ ପରୀକ୍ଷାଫଳ । ଶ୍ରୁତି ଶର୍ମା ଆଇଏଏସ ଟପ୍ପର । ଅଙ୍କିତା ଅଗ୍ରୱାଲ ଦ୍ବିତୀୟ ଓ ଜାମିନୀ ସିଙ୍ଗଲା ତୃତୀୟ । 63 ତମ ସ୍ଥାନରେ ଓଡିଶାର କାର୍ତ୍ତିକ ପ୍ରାଣିଗ୍ରାହୀ । ମୋଟ 685 କୃତ୍ତକାର୍ଯ୍ୟ ।#EtvBharat #EtvBharatOdisha pic.twitter.com/XsDbeIJdgL

    — ETVBharat Odisha (@ETVBharatOD) May 30, 2022 " class="align-text-top noRightClick twitterSection" data=" ">

ସେହିପରି-

୬୩ ତମ ରାଙ୍କରେ କାର୍ତ୍ତିକ ପାଣିଗ୍ରାହୀ

୧୯୯ ନମ୍ବର ରାଙ୍କରେ ପୂଜା ସାହୁ

୧୧୬ ନମ୍ବର ରାଙ୍କରେ ସମ୍ଭାବୀ ମିଶ୍ର

୫୨ ନମ୍ବର ରାଙ୍କରେ ଅଙ୍କୁର ଦାଶ

୮୬ ନମ୍ବର ରାଙ୍କରେ ଗୌରଭ କୁମାର ଅଗ୍ରୱାଲ୍

୨୭୩ ରାଙ୍କରେ ସମୀର କୁମାର ଜେନା

୨୦୫ ନମ୍ବର ରାଙ୍କରେ ଦୁର୍ଗାପ୍ରସାଦ ଅଧିକାରୀ

  • Congratulations to all those who have cleared Civil Services (Main) Exam, 2021. My best wishes to these youngsters who are embarking on their administrative careers at an important time of India’s development journey when we're marking Azadi Ka Amrit Mahotsav: PM Modi

    (File pic) pic.twitter.com/FDCxzxYmHn

    — ANI (@ANI) May 30, 2022 " class="align-text-top noRightClick twitterSection" data=" ">
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.