ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Oct 30, 2022, 1:14 PM IST

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.ବ୍ୟାଘ୍ର ପ୍ରକଳ୍ପରେ ଦୁଇ କଲରାପତରିଆଙ୍କ ମୃତ୍ୟୁ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

2.Mann Ki Baat: ସୋଲାର ଓ ସ୍ପେସ କ୍ଷେତ୍ରରେ ଦେଶର ଅଭିବୃଦ୍ଧି ଦେଖୁଛି ବିଶ୍ବ

3.୨୦୨୩ ଅକ୍ଟୋବର ଯାଏଁ ଚିନି ରପ୍ତାନୀ ବନ୍ଦ କଲା ଭାରତ

4.Bharat Jodo Yatra: ପିଲାଙ୍କ ସହ ଦୌଡିଲେ ରାହୁଲ ଗାନ୍ଧୀ

5.ଯୁବକଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣା, ମନ୍ତ୍ରୀ ରାଜା ସ୍ବାଇଁଙ୍କ ପୁତୁରା ଗିରଫ

6.ଭାରତ ସୀମାରେ ପାକିସ୍ତାନ ରାଜନୈତିକ ଦଳ ବ୍ୟାନର

7.ଆସନ୍ତାକାଲିଠୁ ନିର୍ବାଚନ କମିଶନଙ୍କ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ

8.ଦକ୍ଷିଣ କୋରିଆରେ ହାଲୋୱିନ ଉତ୍ସବରେ ଦଳଚକଟା: ୧୫୧ ମୃତ, ୧୦୦ର ଅଧିକ ଆହତ

9.T20 World Cup: ଆଜି ଅସଲ ମୁକାବିଲା, ବିଜୟଧାରା ବଜାୟ ଲକ୍ଷ୍ୟରେ ଟିମ ଇଣ୍ଡିଆ

10.Big Boss 16 controversy: ସଲମାନଙ୍କ ଘର ଆଗରେ ଧାରଣା ଦେବାକୁ ସର୍ଲିନଙ୍କ ଧମକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.