Bharat Jodo Yatra: ପିଲାଙ୍କ ସହ ଦୌଡିଲେ ରାହୁଲ ଗାନ୍ଧୀ

By

Published : Oct 30, 2022, 12:18 PM IST

Updated : Feb 3, 2023, 8:30 PM IST

thumbnail

ହାଇଦ୍ରାବାଦ: ଛୋଟ ଛୋଟ ପିଲାଙ୍କ ସହ ରାସ୍ତାରେ ଦୌଡିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବର୍ତ୍ତମାନ ତେଲେଙ୍ଗାନାରେ କଂଗ୍ରେସର ଭାରତ ଯୋଡ ଯାତ୍ରା ଚାଲିଥିବା ବେଳେ ଆଜି ଏଠାରେ ରାହୁଲ କିଛି ପିଲାଙ୍କ ସହ ଦୌଡୁଥିବାର ଦେଖିବାକୁ ମିଳିଛି । ଏହାର ଦିନକ ପୂର୍ବରୁ ସେ ଆଦିବାସୀଙ୍କ ହାତରେ ହାତ ଛନ୍ଦି ପାରମ୍ପରିକ ନୃତ୍ୟ କରୁଥିବାର ନଜର ଆସିଥିଲେ । ପିଲାଙ୍କ ସହ ରାହୁଲଙ୍କ ଏହି ମସ୍ତି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.