ETV Bharat / state

ମାର୍ଚ୍ଚ 7 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Mar 7, 2024, 12:01 AM IST

7th March Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope

ମେଷ: ଆପଣ ଆଜି ଯାହା ଚାହିଁବେ ତାହା କରିବେ । ପରିବାର ସମ୍ବନ୍ଧୀୟ ଆଲୋଚନା ଫଳପ୍ରଦ ରହିବ ଏବଂ ଆପଣ ଆଲୋଚନା କରିଥିବା ଫଳାଫଳ ସବୁ ଅନୁଭବ କରିପାରିବେ । କୌଣସି କାର୍ଯ୍ୟରେ ନିରାଶ ହୁଅନ୍ତୁ ନାହିଁ । ଭାବିଚିନ୍ତି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦିଆଯାଉଛି ।

ବୃଷ: ଏହା ଏକ ମଧ୍ୟମ ଧରଣର ଦିନ ଅଟେ। ବିଦେଶୀବନ୍ଧୁମାନଙ୍କ ଠାରୁ କିଛି ସଂବାଦ ପାଇବେ ଏବଂ ଯେଊଁ ମାନେ ବିଦେଶ ଯିବାପାଇଁ ସଜବାଜ ହୋଇଛନ୍ତି ସେମାନଙ୍କୁ ମୌକା ମିଳିପାରେ। ଆଜି କୌଣସି ଏକ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି । ଚାକିରିଆ ମାନେ ସମସ୍ତ ଦିଗରୁ ମାନସିକ ଚାପ ଏବଂ ବ୍ୟସ୍ତତା ଭିତରେ ରହିବେ।

ମିଥୁନ: ସମସ୍ତ ଦୁଃଶ୍ଚିନ୍ତାକୁ ଦୂର କରିବା ପାଇଁ ପ୍ରୟାସ କରନ୍ତୁ । ଏକ ନୁତନ କର୍ଯ୍ୟାରମ୍ଭ ପାଇଁ ଦିନଟି ଭଲ ନାହିଁ । ଏହିଦିନଟି ତୁମ ସପକ୍ଷରେ ନୁହଁ, ତେଣୁ ଅଧିକା ରାଗନ୍ତୁ ନାହିଁ । ଏବଂ ଅଧିକ ରାଗିଯିବା ଭଲ ନୁହଁ, ଏହା ତୁମ ଚରିପାଖେ ଥିବା ଲୋକମାନଙ୍କ ସହ ସଂବନ୍ଧରେ ବାଧା ଉପୁଜାଇ ପାରେ ।

କର୍କଟ: ଏକ ସୁନ୍ଦର ସୁଯୋଗଥିବା ଦିନ ଅଟେ । ହସ ଖୁସିରେ ଦିନଟି ଭରିରହିଛି ବୋଲି ଜାତକରୁ ଜଣାପଡେ । ଆଉ ତୁମେ ଶାରୀରିକ ସ୍ଥରରେ ସୁସ୍ଥ ରହିବ । ଯଦି ଆନନ୍ଦ ଦାୟକ ଭ୍ରମଣର ଆୟୋଜନ କରୁଥାଓ ଅଥବା ବୁଲାବୁଲି ରେ ଯିବାକୁ ଭାବୁଥାଓ ନିଜ ପରିବାର ଓ ବନ୍ଧୁ ମାନଙ୍କ ସହ, ତେବେ ଆଜି ଭଲ ଦିନ । ତୁମେ ତୁମର ସାମାଜିକ କାମ ପାଇଁ ପ୍ରସଂଶା ଭାଜନ ହେବ ।

ସିଂହ: ଏକ ସାଧାରଣ ଦିନଟିଏ ଜାତକରେ ଅଛି । ତୁମ କ୍ରୋଧ ଉପରେ ନଜର ରଖ ନଚେତ ପରିବାର ଜନଙ୍କ ସହିତ ପାଟିତୁଣ୍ଡ ହୋଇପାରେ । ତୁମର କାର୍ଯ୍ୟାଳୟରେ ଅଣନିଶ୍ଵାସୀ ହୋଇଯିବ ଯେହେତୁ କାର୍ଯ୍ୟଭାର ଅଧିକ ଅଟେ । ଏପରିକି ଅଧିକ ପରିଶ୍ରମ କରି ମଧ୍ୟ, ଅସଫଳତା ପାଇବେ । ତୁମେ ମା ଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ଭାବିପାର ।

କନ୍ୟା: ଏହି ଦିନଟି ଛାତ୍ରମାନଙ୍କ ପାଇଁ କଠିନ ଦିନ ହୋଇପାରେ । ପିଲାଛୁଆ ସଂପର୍କିତ ବିଷୟକୁ ନେଇ ଆପଣ ବ୍ୟସ୍ତ ହୋଇପାରନ୍ତି । ସେୟାର ମାର୍କେଟ୍‌ ବୁଡିଯାଇପାରେ । ସାବଧାନ ରୁହନ୍ତୁ । ସାରାଦିନ ଆପଣ ଭାବନା ଗ୍ରସ୍ତ ରହିପାରନ୍ତି । ଆପଣ ବୌଦ୍ଧିକ ଭାବନାରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଏ ।

ତୁଳା: ଜୀବନର କିଛି ଗଭୀର ସମସ୍ୟା ଜଟିଳ ହେବ। ଏହା ଜଟିଳ ସମସ୍ୟାରୁ ଜଟୀଳତର ହେବ, କିନ୍ତୁ ଏ ପରି ଗ୍ରହ ସ୍ଥିତି କାରଣରୁ ତୁମ ଦିନଟି ସେତେ ସହଜ ହେବନାହିଁ । ଅଧିକ ସହଜରେ ଦୁଃଖି ହୋଇଯାଉଥିବା କାରଣରୁ ଏହା ହୋଇପାରେ । ତେଣୁ ତୁମେ ଧର୍ଯ୍ୟହରା ହେବା ସହ ନିଜେ ଭାରସାମ୍ୟ ହରାଇବ । କିଛି ନିଶ୍ଚିତ ଭବରେ ତୁମର ଚିନ୍ତା ରହିବ ଯାହା ତୁମର ଭାବନାକୁ ଗ୍ରାସ କରିବ । ତୁମ ପ୍ରତିଷ୍ଠାକୁ ଧକା ଲାଗିବ ଏବଂ ପ୍ରିୟଜନଙ୍କ ସହ ଯୁକ୍ତିତର୍କରେ ଶେଷ ହେବ। କିଛି ମା’ଙ୍କୁ ନେଇ ସମସ୍ୟା କିମ୍ବା ତୁମ ମା ତୁମକୁ ହଈରାଣ କରି ପାରନ୍ତି। ଯତ୍ନ ନେବାସହିତ ଧୈର୍ଯ୍ୟ ଧରି ରୁହନ୍ତୁ ।

ବିଛା: ଆଜି ଦିନ ସୁନ୍ଦର ରହିବ । ଯେକୌଣସି କାର୍ଯ୍ୟରମ୍ଭ ପାଇଁ ଏହା ଏକ ସୁନ୍ଦର ସୁଯୋଗର ଦିନ ଅଟେ । ତୁମେ ଦିନସାରା ଆନନ୍ଦ ଅନୁଭବ କରିବା ସଂକ୍ଷେପରେ ଏବଂ ବହୁ କଠିନ ସଂପର୍କ ଦ୍ୱାରା ମନପ୍ରଫୁଲ୍ଲ ରହିବ । କୌଣସି ପାରିବାରିକ ସମସ୍ୟାକୁ ନେଇ ତୁମେ ଜୀବନସାଥିଙ୍କ ସହ ଆଲୋଚନା କରିବ । ଯାହା ଫଳପ୍ରଦ ହେବ । ଜାତକରେ ଆର୍ଥିକ ସ୍ଥିତି ମଜଭୁତ, ଏବଂ ସଂପୁର୍ଣ ଭାଗ୍ୟଶାଳୀ ଦେଖାଯାଉଛି ।

ଧନୁ: ଏହା ଏକ ମଧ୍ୟମ ଧରଣ ଦିନଟି ଅଟେ । ତୁମେ କୌଣସି ଏକ ନିର୍ଣାୟକ କଥାରେ ଦ୍ୱିବିଧାରେ ପଡିପାର । ନିଜେ ଧିର ସ୍ଥିର ଭାବେ ରୁହ, ଅଯଥା ନିଜ ପ୍ରିୟଜନଙ୍କୁ ଦୁଃଖ ଦେବାକୁ ପଡିପାରେ। ଯଦି ତୁମେ କିଛି ଅଘଟଣ ହେବାର ସୁଚନା ପାଉଛ ବା କ୍ଷତି ହେବା କଥା ଭାବୁଛ ତେବେ ତୁମ କର୍ମ କ୍ଷେତ୍ରରେ, ଅନ୍ତରର ସହ ଦେଖ, ଅତିଶୀଘ୍ର ସବୁ ଭଲ ହୋଇଯିବ । କାର୍ଯ୍ୟ ବ୍ୟସ୍ତତା ଓ ଖର୍ଚ୍ଚ ବଢି ପାରେ, ସଂତୁଳନ କରିବା ପାଇଁ ପରାମର୍ଶ ଦିଆଯାଉଛି ।

ମକର: ଆପଣଙ୍କ ଗ୍ରାହସ୍ଥ୍ୟ ପାରିବାରିକ ସମ୍ପର୍କ ଅସାମାନ୍ୟ ହୋଇପାରେ । କାର୍ଯ୍ୟରେ ପ୍ରତିଷ୍ଠା ବୃଦ୍ଧି ଆପଣଙ୍କୁ ଆମୋଦ ଦେଇପାରେ । ବୃତ୍ତି ଏବଂ ବ୍ୟବସାୟ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣଙ୍କର ପଦୋନ୍ନତି ହୋଇପାରେ । ଯଦି ଆପଣଙ୍କର କାର୍ଯ୍ୟ ନିର୍ଘଣ୍ଟ ଆଜି ପାଇଁ ସ୍ଥିର ହୋଇଥାଏ ତାହାହେଲେ ଅତ୍ୟଜ୍ଜଳ ଫଳ ଦେଇପାରେ । ଆପଣଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଆପଣ ଅକ୍ଳେଶରେ କରିପାରିବେ ।

କୁମ୍ଭ: ଆପଣ ଶାରୀରିକ ଏବଂ ମାନସିକ ଭାବରେ ଆଜି କ୍ଲାନ୍ତ ଜଣା ପଡିବ । ଆପଣଙ୍କ ପରିବାର ସଦସ୍ୟଙ୍କ ସାମନାରେ ମଧ୍ୟ ଆପଣ ଝୁକି ପାରନ୍ତି । ଟଙ୍କା ପଇସା ନିବେଶ କରିବା ଏବଂ ଆଇନ୍‌କାନୁନ୍‌ ବିଷୟ ଉପରେ କଥାବାର୍ତ୍ତା କଲାବେଳେ ସାବଧାନତା ଅବଲମ୍ବନ କରିବେ । ଅଧିକା ଖର୍ଚ୍ଚ ହୋଇପାରେ । ବ୍ୟକ୍ତିଗତ କ୍ଷତି ପରେ ମଧ୍ୟ ଆପଣ ହିଁ ଲାଭବାନ ହେବେ । ଆପଣଙ୍କ କଥା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ମୀନ: ଆଜି ଆକସ୍ମିକ ଭାବରେ ଆର୍ଥିକ ଲାଭ ହୋଇପାରେ । ଆପଣଙ୍କ ପିଲା ସମ୍ବନ୍ଧରେ ଭଲ ଖବର ଶୁଣିପାରନ୍ତି । ପିଲାବେଳର ସଙ୍ଗ ସହ ଦେଖା ହୋଇ ଆପଣ ନିଜର ଖୁସି ଅନୁଭବ କରିବେ । ଆପଣ ନୂଆ ବ୍ୟକ୍ତି ମାନଙ୍କର ବନ୍ଧୁ ହୋଇପାରନ୍ତି, ଯେଉଁମାନେ କି ଭବିଷ୍ୟତରେ ଲାଭଦାୟୀ ହୋଇପାରନ୍ତି । ସାମାଜିକ ଘଟଣା ପାଳନ କରାଯାଇପାରେ । ବ୍ୟବସାୟ ଦୃଷ୍ଟିରୁ, ଆର୍ଥିକ ଲାଭ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.