ଓଡିଶା

odisha

2019ରୁ 2024: ଚର୍ଚ୍ଚାରେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ପାରମ୍ପରିକ ଶାଢୀ

By ETV Bharat Odisha Team

Published : Feb 1, 2024, 4:24 PM IST

Updated : Feb 1, 2024, 4:37 PM IST

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷଷ୍ଠ ଥର ଲାଗି ବଜେଟ ଉପସ୍ଥାପନ କରିଛନ୍ତି । ପ୍ରତି ଥର ନିର୍ମଳୀ ବଜେଟ ସମୟରେ ପିନ୍ଧିଥିବା ଶାଢୀକୁ ନେଇ ଚର୍ଚ୍ଚା ହୋଇଥାଏ । ସେ ନିଜ ଶାଢୀ ମାଧ୍ୟମରେ ବାର୍ତ୍ତା ଦେଇଥାନ୍ତି । ଆଜି ସେ ନୀଳ ଓ କ୍ରିମ ରଙ୍ଗର 'କାନ୍ଥା ଷ୍ଟିଚ' କାମ ଥିବା ଶାଢୀରେ ନଜର ଆସିଛନ୍ତି । ଦେଖନ୍ତୁ ନିର୍ମଳାଙ୍କ ବଜେଟ ଶାଢୀ
ଅନ୍ତରୀଣ ବଜେଟ 2024ରେ ନୀଳ ରଙ୍ଗର ଶାଢୀ ପିନ୍ଧି ଚଞ୍ଚଳ, ଗତିଶୀଳତାର ବାର୍ତ୍ତା
2023ରେ ଲାଲ ଓ କଳା ରଙ୍ଗର ଶାଢୀ ସହ ସାହାସ, ପ୍ରେମ ଓ ପ୍ରତିଶୃତିର ବାର୍ତ୍ତା
2022ରେ ଓଡ଼ିଶାର ପାରମ୍ପରିକ ବୋମକାଇ ଶାଢୀ ସହ ନିରାପତ୍ତାର ବାର୍ତ୍ତା
2021ରେ ପୋଞ୍ଚାମପଲ୍ଲି ଶାଢୀ ସହ ନିଷ୍ଠାର ବାର୍ତ୍ତା
2020ରେ ହଳଦିଆ ରଙ୍ଗର ଶାଢୀ ପିନ୍ଧି ସମୃଦ୍ଧିର ବାର୍ତ୍ତା
2019 ବଜେଟ ଉପସ୍ଥାପନ ବେଳେ 'ଭୋକାଲ ଫର ଲୋକାଲ' ବାର୍ତ୍ତା
Last Updated :Feb 1, 2024, 4:37 PM IST

ABOUT THE AUTHOR

...view details