ETV Bharat / photos

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନୀତ ଭାରତୀୟଙ୍କ ତାଲିକା, ପକାନ୍ତୁ ନଜର - Cannes Film Festival Award Winner

author img

By ETV Bharat Odisha Team

Published : May 27, 2024, 8:35 AM IST

Cannes Film Festival
୭୭ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ 14ମେରୁ ଆରମ୍ଭ ହୋଇ 25ମେ ପର୍ଯ୍ୟନ୍ତ ଚାଲିଥିଲା । ଆସନ୍ତୁ ନଜର ପକାଇବା 2000 ମସିହା ଠାରୁ 2023 ପର୍ଯ୍ୟନ୍ତ ଗୌରବ ଆଣିଥିବା ପ୍ରତିଭାଶାଳୀ ଭାରତୀୟଙ୍କ ବିଷୟରେ। ଡକ୍ୟୁମେଣ୍ଟାରୀ ଏବଂ ସଟ ଫିଲ୍ମ ମେକର ମଧ୍ଯ ଏହି ତାଲିକାରେ ଅଛନ୍ତି ସାମିଲ । (Instagram)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.