ଖଦି ଉତ୍ସବ, ଚରଖା ବୁଲାଇ ଖଦି ବୁଣିଲେ ପ୍ରଧାନମନ୍ତ୍ରୀ, କହିଲେ ପାର୍ବଣ ଋତୁରେ ଗିଫ୍ଟ ଦିଅ ଖଦି

By

Published : Aug 27, 2022, 9:27 PM IST

thumbnail

ଅହମ୍ମଦାବାଦ: ଆଜି ସାବରମତି ଆଶ୍ରମରେ ଆୟୋଜିତ ‘ଖଦି ଉତ୍ସବ’ (Khadi Utsav)ରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi in Khadi Utsav)। ପ୍ରଧାନମନ୍ତ୍ରୀ ସେଠାରେ ଚରଖା ବୁଲାଇ ଖଦି ମଧ୍ୟ ବୁଣିଛନ୍ତି । ଅନ୍ୟ ଏକ ଆକର୍ଷଣ ସ୍ବରୂପ ସମଗ୍ର ରାଜ୍ୟରୁ ପ୍ରାୟ ୭ ହାଜରରୁ ଉର୍ଦ୍ଧ୍ବ ମହିଳା ଖଦି ବୁଣାକାର ମଧ୍ୟ ଏହି ମହାଉତ୍ସବରେ ସାମିଲ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଭାରତୀୟ ସ୍ବାଧୀନତା ଆନ୍ଦୋଳନରେ ଖଦିର ଗୁରୁତ୍ବ ଓ ଖଦିବସ୍ତ୍ର ଦ୍ବାରା ହୋଇଥିବା ସ୍ବଦେଶୀ ଆନ୍ଦୋଳନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ (Gujarat CM Bhupendra Patel) ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ରହିଛନ୍ତି । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.