ଶ୍ରୀମନ୍ଦିର ଦ୍ୱାରଫିଟା ଓ ପତିତପାବନଙ୍କ ମଙ୍ଗଳ ଆଳତି

By

Published : Aug 24, 2021, 7:31 AM IST

thumbnail

ଜୟ ଜଗନ୍ନାଥ ସ୍ବାମୀ, ନୟନ ପଥଗାମୀ ଭବ ତୁମେ । ସକାଳୁ ସକାଳୁ ଶ୍ରାମନ୍ଦିର ମୁଖ୍ୟ ଦ୍ବାର ଖୋଲିବା ପରେ ପୂଜା ପଣ୍ଡାଙ୍କ ଦ୍ବାରା ପତିତପାବନଙ୍କ ମଙ୍ଗଳ ଆଳତି କରାଯାଇଛି । ସମଗ୍ର ବିଶ୍ବବାସୀଙ୍କ ମଙ୍ଗଳ କାମନା କରି ଏହି ଆଳତୀ ପ୍ରତ୍ୟେହ ସକାଳୁ କରାଯାଉଛି। ବିଶ୍ବାସ ରହିଛି ଯେ, ଏହି ଆଳତୀ ଦର୍ଶନ କଲେ ଜୀବନରେ କରିଥିବା ସମସ୍ତ ପାପ କ୍ଷୟ ହୋଇଥାଏ ଏବଂ ଏହା ସହ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ସହ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ପୁରୀରୁ ଶକ୍ତି ପ୍ରଶାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.