Operation Rahul: NDRF କମାଣ୍ଡାଣ୍ଟ ମୁହଁରୁ ଶୁଣନ୍ତୁ କିପରି ଥିଲା ଅପରେସନ

By

Published : Jun 18, 2022, 6:05 PM IST

Updated : Jun 18, 2022, 9:50 PM IST

thumbnail

କଟକ: ଛତିଶଗଡ଼ରେ ୮୦ ଫୁଟ ଗଭୀର ବୋରୱେଲରେ ଫସିରହିଥିବା ରାହୁଲକୁ ନୂଆ ଜୀବନ ଦେବାରେ ଏନଡିଆରଏଫ ଟିମର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଦୀର୍ଘ ୧୦୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ରାହୁଲକୁ ଉଦ୍ଧାର କରାଯାଇଥିଲା । ଏହି ଅପରେସନ ସମୟରେ NDRF ଟିମକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥିଲା । ରାହୁଲଙ୍କୁ ବୋରୱେଲରୁ ଉଦ୍ଧାର କରିବା ସମସ୍ତଙ୍କ ପାଇଁ ବଡ ଆହ୍ବାନପୂର୍ଣ୍ଣ କାର୍ଯ୍ୟ ଥିଲା । ରାହୁଲଙ୍କୁ କିପରି ଉଦ୍ଧାର କରାଯାଇଥିଲା ? NDRF ଦଳ ପାଇଁ କ'ଣ ଆହ୍ବାନ ଏବଂ ପ୍ରତିବନ୍ଧକ ଥିଲା ? ଏ ସମ୍ପର୍କରେ NDRF କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ରଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।

Last Updated : Jun 18, 2022, 9:50 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.