ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ଗଡ଼ଚଣ୍ଡୀ

By

Published : Oct 4, 2022, 11:55 AM IST

thumbnail

ଶାରଦୀୟ ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହୋଇପଡିଛି କଟକ ଶକ୍ତିପୀଠ । ଆଜି ପୂଜା ମଣ୍ଡପରେ ନବମୀ ପୂଜାର୍ଚ୍ଚନା ଚାଲିଥିବାବେଳେ ବିଭିନ୍ନ ଶକ୍ତିପୀଠରେ ଦଶମୀ ପୂଜା ଚାଲୁଛି । ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଉଛନ୍ତି ମା ଗଡ଼ଚଣ୍ଡୀ । ଏହି ଅବସରରେ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.