ମହାମୟାଙ୍କ ମହାଷ୍ଟମୀ: ଆକର୍ଷିତ କରୁଛି ବମିଖାଲ ପୂଜା ମଣ୍ଡପ ତୋରଣ, ଜମୁଛି ଶ୍ରଦ୍ଧାଳୁଙ୍କ ଗହଳି

By

Published : Oct 3, 2022, 8:27 PM IST

thumbnail

ଭୁବନେଶ୍ବର: ଆଜି ମହାମାୟାଙ୍କ ମହାଷ୍ଟମୀ । ଦୀର୍ଘ ଦୁଇ ବର୍ଷ ପରେ ଦେବୀ ଦୁର୍ଗାଙ୍କୁ ଦର୍ଶନ କରିବାକୁ ମଣ୍ଡପରେ ଭକ୍ତଙ୍କ ଭିଡ ଜମୁଛି । ଜଗତ ଜନନୀଙ୍କ ଆଗମନକୁ ନେଇ ଉତ୍ସବମୁଖର ସାରା ସହର । ଭୁବନେଶ୍ବର ବମିଖାଲ ପୂଜା ମଣ୍ଡପରେ ମା'ଙ୍କ ମହାଷ୍ଟମୀ ପୂଜା କରାଯାଉଛି । ଏହା ସହିତ ବମିଖାଲ ପୂଜା ମଣ୍ଡପର ତୋରଣ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି । ଏହା ସହିତ ପୂଜା ମଣ୍ଡପରେ ଲୋକଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା । ଏନେଇ ବମିଖାଲ ପୂଜା ମଣ୍ଡପରେ ଅଧିକ ସୂଚନା ଦେଇଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ଦେବସ୍ମିତା ରାଉତ । ଇଟିିଭି ଭାରତ, ଭୁବନେଶ୍ବରଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.