ଅଷ୍ଟ୍ରେଲିଆରେ ପ୍ରବାସୀ ଭାରତୀୟ ପାଳିଲେ ଆଜାଦୀ କା ଅମୃତ ମହୋତ୍ସବ

By

Published : Aug 15, 2022, 10:59 PM IST

thumbnail

କାନବେରା: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ପାଳୁଛି "ଆଜାଦୀ କା ଅମୃତ ମହୋତ୍ସବ" । ବିଶ୍ବର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ଭାରତୀୟ ବେଶ ଉତ୍ସାହର ସହ ଆଜିର ଦିନକୁ ପାଳନ କରିଛନ୍ତି । ଅଷ୍ଟ୍ରେଲିଆରେ ଥିବା ଭାରତୀୟମାନେ ଭିନ୍ନଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଭାରତୀୟ ବେଶପୋଷାକ ସହ ନାଚଗୀତରେ ସଭିଁଏ ମସଗୁଲ ହୋଇଥିଲେ । ତେବେ ଭାରତୀୟଙ୍କ ସହ ବିଦେଶୀମାନେ ମଧ୍ୟ ଉତ୍ସବରେ ସାମିଲ ହୋଇଥିଲେ । ଦେଖନ୍ତୁ ଭିଡ଼ିଓ... ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.