Independence Day, ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରଦୀପ ଅମାତ

By

Published : Aug 15, 2022, 5:33 PM IST

thumbnail

ବଲାଙ୍ଗୀରରେ ୭୬ତମ ସ୍ବାଧୀନତା ଦିବସ ପାଳିତ । ସ୍ଥାନୀୟ ମନୋହରପୁର ପୋଲିସ ପଡିଆରେ ଓଡ଼ିଶା ଜଙ୍ଗଲ ପରିବେଶ ତଥା ପଞ୍ଚାୟତିରାଜ ଓ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତାଙ୍କ ଅଭିଭାଷଣରେ ଦେଶ ସ୍ଵାଧୀନତା ସଂଗ୍ରାମ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିଥିଲେ । ଏହା ସହିତ ବଲାଙ୍ଗୀର ମାଟିର ସଂଗ୍ରାମୀ ବୀର ମାନଙ୍କ ପ୍ରରାକ୍ରମ ଓ ବଳିଦାନକୁ ସେ ମନେପକାଇ ଥିଲେ । ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.