ବିଦାୟ ନେଲେ ଜଗତ ଜନନୀ

By

Published : Oct 8, 2022, 9:31 AM IST

thumbnail

ବୌଦ୍ଧ: ମେଲାଣି ନେଲେ ଜଗତଜନନୀ ମା' ଦୁର୍ଗା । ବୌଦ୍ଧ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ଚାଲିଥିବା ସାର୍ବଜନୀନ ଦୁର୍ଗା ପୂଜା ଗୁରୁବାର ପୂର୍ଣ୍ଣାହୂତ ପଡିଥିଲା । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ଆମ୍ବଗାଁ ଠାରୁ ତଳଗାଁ ପର୍ଯ୍ୟନ୍ତ ବିଭିନ୍ନ ପୂଜା ମଣ୍ଡପରରୁ ଦେବାଦେବୀଙ୍କୁ ନେଇ ବିରାଟ ଶୋଭାଯାତ୍ରା ବାହାରିଥିଲା। ମା'ଙ୍କ ଶେଷ ଦର୍ଶନ ପାଇଁ ଶହ ଶହ ଭକ୍ତଙ୍କ ଭିଡ଼ ଜମିଥିଲା ବିଜୁ ପଟ୍ଟନାୟକ ସେତୁ ଛକ ନିକଟରେ ନିର୍ମିତ ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଥିଲା । ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.