ମା’ ଭଟାରିକାଙ୍କ ବେଢା ଛୁଇଁଲା ବନ୍ୟାଜଳ

By

Published : Aug 13, 2022, 10:24 PM IST

thumbnail

କଟକ: ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକାଙ୍କ ମନ୍ଦିର ବେଢ଼ା ଛୁଇଁଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ । ମହାନଦୀର ଉପର ମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ମନ୍ଦିର ବେଢ଼ାକୁ ବନ୍ୟାଜଳ ପ୍ରବେଶ କରିଛି । ରାତି ସୁଦ୍ଧା ମା'ଙ୍କ ମନ୍ଦିରକୁ ମହାନଦୀର ଜଳ ପ୍ରବେଶ କରିବାର ଅନୁମାନ କରାଯାଉଛି। ପୂଜା ରୀତିରେ କୌଣସି ବ୍ୟାଘାତ ନଘଟିବା ନେଇ ବଡମ୍ବା ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.