ବଗଳାମୁଖୀ ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ

By

Published : Oct 1, 2022, 9:22 PM IST

thumbnail

କଟକ: ନବରାତ୍ରୀକୁ ନେଇ ଚଳଚଞ୍ଚଳ ମା ' କଟକ ଚଣ୍ଡୀଙ୍କ ପୀଠ । ମା'ଙ୍କ ଷୋଡଶ ଉପଚାରର ୧୪ ଦିନରେ ବା ସପ୍ତମୀ ପୂଜାରେ ବାଗଳାମୁଖି ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା'। ମାଙ୍କ ଏହି ବେଶ ଦେଖିବାକୁ ମନ୍ଦିରରେ ଶହଶଙ ଭକ୍ତଙ୍କ ସମାଗମ ହୋଇଛି । ଏହି ବେଶ ଦର୍ଶନ କରିବା ଦ୍ୱାରା କୋଟି ଜନ୍ମର ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.