ବାବୁସାନଙ୍କ ଜନ୍ମଦିନ ପାଳିବାକୁ ଢେଙ୍କନାଳରୁ ଭୁବନେଶ୍ବର ଆସିଲେ ପ୍ରଶଂସକ

By

Published : Jul 29, 2022, 2:47 PM IST

thumbnail

ଭୁବନେଶ୍ବର: ବିବାଦ ମଧ୍ୟରେ ଜନ୍ମଦିନ ପାଳିବେ ବାବୁସାନଙ୍କ ଫ୍ୟାନ୍ସ । ଆସନ୍ତାକାଲି ବାବୁସାନଙ୍କ ଜନ୍ମଦିନ ଥିବାରୁ ଢେଙ୍କନାଳର ଜଣେ ଯୁବକ ନିଜକୁ ବାବୁସାନଙ୍କ ବଡ ଫ୍ୟାନ ଓ ବଡିଗାର୍ଡ ବୋଲି କହିବା ସହ ଜନ୍ମଦିନ ପାଳିବେ ବୋଲି କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.