ଫେରିଲେ ବାବୁସାନ: ପ୍ରତିକ୍ରିୟା ରଖିଲେ ସାଥୀ କଳାକାର, ଫ୍ୟାନ୍

By

Published : Jul 27, 2022, 7:07 PM IST

thumbnail

ଭୁବନେଶ୍ବର: ବାବୁସାନ-ପ୍ରକୃତି-ତୃପ୍ତିଙ୍କ ବିବାଦ ପରେ ଚେନ୍ନାଇ ପଳାଇ ଯାଇଥିଲେ ରୋମଓ ବୟ ବାବୁସାନ୍ । ୩ ଦିନ ଧରି ସେ ଚେନ୍ନାଇରେ ଥିଲେ। ଆଜି ସେ ଘରକୁ ଫେରିଛନ୍ତି । ବାବୁସାନଙ୍କ ଘର ବାହୁଡା ପରେ ତାଙ୍କୁ ଦେଖିବା ପାଇଁ ବରମୁଣ୍ତା ସ୍ଥିତ ଜଗନ୍ନାଥ ବିହାରରେ ଫ୍ୟାନ୍ସଙ୍କ ଗହଳି ବଢିବାରେ ଲାଗିଛି । କେବଳ ଫ୍ୟାନ୍ସ ନୁହେଁ ଅଭିନେତା ଅଭିନେତ୍ରୀମାନେ ମଧ୍ୟ ତାଙ୍କ ଘରେ ପହଞ୍ଚିଛନ୍ତି । ଶୁଣନ୍ତୁ କିଛି ଅଭିନେତା ଓ ଫ୍ୟାନ୍ସଙ୍କ ପ୍ରତିକ୍ରିୟା...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.