Panchayat Election: ନାହିଁ ନାହିଁର ପଞ୍ଚାୟତ ଗଡଗୋବିନ୍ଦପୁରରେ ଚାଲିଛି ଜୋରସୋର ପ୍ରଚାର

By

Published : Feb 6, 2022, 3:12 PM IST

thumbnail

ବ୍ରହ୍ମପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ କମ୍ପୁଛି ଗାଁ । ଡୋର୍ ଟୁ ଡୋର୍ କ୍ୟାମ୍ପେନ ସାଙ୍ଗକୁ ପଡୁଛି ପ୍ରତିଶୃତିର ବର୍ଷା । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଗଡଗୋବିନ୍ଦପୁର ପଞ୍ଚାୟତରେ ଦୀର୍ଘବର୍ଷ ଧରି ଲାଗିରହିଥିବା ସମସ୍ୟାର ସମାଧାନକୁ ମୁଦ୍ଦା କରି ଚାଲିଛି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର । ପଞ୍ଚାୟତରେ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆହ୍ବାନ କରି ସରପଞ୍ଚ ପ୍ରାର୍ଥୀ ରଞ୍ଜନ କୁମାର ସାହୁ ଓ ସମିତି ସଭ୍ୟା ଭାବରେ ପ୍ରତିଦ୍ବନ୍ଦିତା କରୁଥିବା ସୁଦାମ ରେଡି ପ୍ରଚାର ଜାରି ରଖିଛନ୍ତି । ଏ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.