ରାୟଗଡ଼ା ରତ୍ନପଥର ଜବତ ମାମଲା, ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଇସ୍ତଫା ଦାବି

By

Published : Dec 9, 2020, 5:01 PM IST

thumbnail

ରାୟଗଡ଼ା: ରତ୍ନପଥର ଚୋରାଚାଲାଣ ମାମଲାକୁ ନେଇ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଇସ୍ତଫା ଦାବି କଲା ବିଜେପି। ଗତ ସୋମବାର ରାୟଗଡା ସହରର ଜଗନ୍ନାଥ କମ୍ପ୍ଲେକ୍ସର ଏକ କୋଠରୀରୁ ବିପୁଳ ପରିମାଣରେ ରତ୍ନ ପଥର ଜବତ କରିଥିଲା କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ। ତେବେ ଏହି ରତ୍ନ ପଥର ଚୋରା ଚାଲାଣ ରାକେଟରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମ୍ପୃକ୍ତି ରହିଥିବା ନେଇ ଅଭିଯୋଗ କରିଛି ବିଜେପି। ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଶିବ ଶଙ୍କର ଉଲାକା ଏବଂ ବସନ୍ତ ଉଲାକା।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.