ଦ୍ବିତୀୟ ରାଉଣ୍ଡ ଗଣତି: ତିର୍ତ୍ତୋଲରେ ବିଜେଡି ଆଗୁଆ

By

Published : Nov 10, 2020, 10:20 AM IST

thumbnail

ଜଗତସିଂହପୁର: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି । ଦ୍ବିତୀୟ ରାଉଣ୍ଡରେ ଆଗରେ ବିଜେଡି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ 7867 ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା 4557 ଓ କଂଗ୍ରେସର ହିଂମାଶୁ ମଲ୍ଲିକ 1057 ଖଣ୍ଡ ଭୋଟ ପାଇଛନ୍ତି । ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.