ରୌପ୍ୟ ଜିତିଲେ ଭାବିନା, ଖୁସିରେ ଗରବା କଲେ ପରିବାର ସଦସ୍ୟ

By

Published : Aug 29, 2021, 11:58 AM IST

thumbnail

ଗାନ୍ଧୀନଗର: ପାରାଅଲିମ୍ପିକ୍ସରେ ଆଜି ଭାରତକୁ ପ୍ରଥମ ପଦକ ମିଳିଛି । ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଛନ୍ତି ଭାବିନା ପଟେଲ । ପାରା ଅଲିମ୍ପିକ୍ସରେ ଏହା ଭାରତ ପାଇଁ ପ୍ରଥମ ପଦକ । ରୌପ୍ୟ ପାଇବା ପରେ ଭାବିନାଙ୍କ ପରିବାର ସଦସ୍ୟ ବେଶ ଖୁସି ଅଛନ୍ତି । ଝିଅ ପଦକ ପାଇବା ପରେ ପରିବାର ଲୋକେ ଓ ତାଙ୍କ ସାଙ୍ଗମାନେ ଖୁସିରେ ନାଚୁଥିବାର ଭିଡିଓ ସାମ୍ନାକୁ ଆସିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.