କ୍ୟାମେରାରେ ସେଲିବ୍ରିଟି, ମୁମ୍ବାଇରେ ଆସିଲେ ନଜର

By

Published : Mar 8, 2021, 12:51 PM IST

thumbnail

ମୁମ୍ବାଇ: ଏବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାକୁ ଫେରିବେ କଙ୍ଗନା ରଣାୱତ । ବର୍ତ୍ତମାନ ନିଜର ଆକ୍ସନ ଡ୍ରାମା ଫିଲ୍ମ ‘ତେଜସ’ ପାଇଁ କଡା ପରିଶ୍ରମ କରୁଛନ୍ତି ଅଭିନେତ୍ରୀ । ଇତିମଧ୍ୟରେ ସେ ମିଡିଆ କ୍ୟାମେରାରେ କଏଦ ହୋଇଛନ୍ତି । ଖାଲି ସେ ନୁହେଁ ତାଙ୍କ ବ୍ୟତୀତ ସେକ୍ସି ଅଭିନେତ୍ରୀ ସନ୍ନି ଲିଓନୀ ଏବଂ ହ୍ୟାଣ୍ଡସମ ହଙ୍କ ଜନ ଅବ୍ରାହମ ମଧ୍ୟ ମୁମ୍ବାଇ ସିଟିରେ ବୁଲୁଥିବାର ନଜର ଆସିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.