Cong prez poll: ମୁଁ ପରିବର୍ତ୍ତନ ପାଇଁ ପ୍ରାର୍ଥୀ ହୋଇଛି କହିଲେ ଶଶୀ ଥରୁର

By

Published : Oct 17, 2022, 8:20 PM IST

Updated : Feb 3, 2023, 8:29 PM IST

thumbnail

ଥିରୁଅନନ୍ତପୁରମ: ଆଜି କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଦଳର ବରିଷ୍ଠ ନେତା ଶଶୀ ଥରରୁ ଆଜି ଥିରୁଅନନ୍ତପୁରମରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ତେବେ ଏହି ନିର୍ବାଚନ କଂଗ୍ରେସକୁ ସୁଦୃଢ କରିବ ଓ ସେ ପରିବର୍ତ୍ତନ ପାଇଁ ନିର୍ବାଚନ ଲଢୁଥିବା କହିଥିଲେ ଶଶୀ (Shashi Tharoor on Cong prez poll)। ଏହି ଅବସରରେ ତାଙ୍କ ସହ ଆଲୋଚନା କରିଥିଲେ ଇଟିଭି ଭାରତ ସ୍ଥାନୀୟ ପ୍ରତିନିଧି । ଦେଖନ୍ତୁ ନିର୍ବାଚନ ନେଇ କଣ ରହିଥିଲା ଶଶୀଙ୍କ ପ୍ରତିକ୍ରିୟା ।

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.