କଂଗ୍ରେସର ଔକାତ ଉପାଖ୍ୟାନ: ରାହୁଲଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି, ଦେଖନ୍ତୁ ଭିଡିଓ

By

Published : Nov 21, 2022, 10:59 PM IST

Updated : Feb 3, 2023, 8:33 PM IST

thumbnail

ଗାନ୍ଧୀନଗର: କଂଗ୍ରେସର ଔକାତ ଉପାଖ୍ୟାନ । ରାହୁଲଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରେନ୍ଦ୍ର ନଗରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କଂଗ୍ରେସକୁ ଭିନ୍ନ ଢଙ୍ଗରେ ଟାର୍ଗେଟ କରିଛନ୍ତି । ସେ ତାଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ବ୍ୟବହାର କରିଥିବା ‘ଔକାତ’ ଉପାଖ୍ୟାନକୁ ମନେ ପକାଇଛନ୍ତି । କଂଗ୍ରେସର ଏହା ଅଂହକାର କହିବା ସହ କିପରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ, ଦେଖନ୍ତୁ ଭିଡିଓ

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.