କୋରେଇ ଟ୍ରେନ ଦୁର୍ଘଟଣା: ଭଦ୍ରକ ରେଳ ଷ୍ଟେସନରେ ଖୋଲିଲା ହେଲ୍ପ ଡେସ୍କ

By

Published : Nov 21, 2022, 8:19 PM IST

Updated : Feb 3, 2023, 8:33 PM IST

thumbnail

ଭଦ୍ରକ: କୋରେଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଦୁର୍ଘଟଣା ପରେ ଭଦ୍ରକ ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏହାର ପ୍ରଭାବ । ଏଭଳି ଦୁର୍ଘଟଣା ପରେ ବିଭିନ୍ନ ସ୍ଥାନରେ ରେଳ ଚଳାଚଳ ପ୍ରଭାବିତ ହୋଇଥିବାବେଳେ ଭଦ୍ରକ ଷ୍ଟେସନରେ ଗୋଟିଏ ମେମୁ ଏବଂ ଗୋଟିଏ ମାଲବାହୀ ଟ୍ରେନ ଅଟକି ରହିଛି । ତେବେ ଏହି ଦୁର୍ଘଟଣା ଯୋଗୁଁ ବହୁ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ରେଳ ବିଭାଗ ପକ୍ଷରୁ ଯାତ୍ରୀଙ୍କ ସହାୟତା ପାଇଁ ଷ୍ଟେସନ ପରିସରରେ ଏକ ସ୍ବତନ୍ତ୍ର ହେଲ୍ପ ଡେସ୍କ ଖୋଲାଯାଇଛି । ଇଟିଭି ଭାରତ, ଭଦ୍ରକ

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.