Gujarat poll: ନିର୍ବଚନୀ ରାଲିରେ ବିଜେପିକୁ ବିରୋଧ, ଶଗଡ ଗାଡିରେ ସିଲିଣ୍ଡର ରଖି ପ୍ରଚାର କଲେ କଂଗ୍ରେସ ପ୍ରାର୍ଥୀ

By

Published : Nov 23, 2022, 8:37 PM IST

Updated : Feb 3, 2023, 8:33 PM IST

thumbnail

ଗାନ୍ଧୀନଗର: ନିର୍ବାଚନୀ ପ୍ରଚାର ସାଙ୍ଗକୁ ଦରଦାମ ବୃଦ୍ଧି ନେଇ ବିଜେପିକୁ ଟାର୍ଗେଟ । ଦରଦାମ ବୃଦ୍ଧିକୁ ପ୍ରତିବାଦ କରି ଗାଡି ପରିବର୍ତ୍ତେ ଶଗଡରେ ସିଲିଣ୍ଡର ରଖି ପ୍ରଚାର କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ । ଏପରି କିଛି ଘଟଣା ଗୁଜୁରାଟରେ ଦେଖିବାକୁ ମିଳିଛି (Congress candidate campaign in bullock cart)। ରାଜକୋଟ-ଦକ୍ଷିଣ ବିଧାନସଭା ଆସନକୁ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ହିତେଶ ବୋରା ଆଜି (ବୁଧବାର) ଏପରି ଭାବେ ଶଗଡରେ ଚଢି ପ୍ରଚାର କରିଥିବା ଦେଖିବାକୁ ମିଳିଛି । ଦରଦାମ ବୃଦ୍ଧି ପ୍ରତିବାଦରେ ସେ ଶଗଡରେ ଏକ ସିଲିଣ୍ଡର ମଧ୍ୟ ରଖିଥିବା ଦେଖିବାକୁ ମିଳିଥିଲା । ଦେଖନ୍ତୁ ଭିଡିଓ

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.