ଭୁବନେଶ୍ୱରରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ, ପରିବାର ସହ ଦେଖିବେ ହକି ବିଶ୍ୱକପ ଫାଇନାଲ୍

By

Published : Jan 29, 2023, 9:04 PM IST

Updated : Feb 3, 2023, 8:39 PM IST

thumbnail

ଭୁବନେଶ୍ବର: ଆଜି ହେଉଛି  ହକି ବିଶ୍ବକପର ଫାଇନାଲ ଯୁଦ୍ଧ । ଏହି ଅନ୍ତିମ ଦିନରେ ଜର୍ମାନୀ ଓ ବେଲଜିୟମ ମୁହାଁମୁହିଁ ହୋଇଛନ୍ତି । ତେବେ ଏନେଇ ବିଶ୍ବକପ ମ୍ୟାଚ ଦେଖିବାକୁ ଓଡିଶାରେ ପହଞ୍ଚିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରୋନ୍। ପରିବାର ଲୋକଙ୍କ ସହ ଭୁବନେଶ୍ବରରେ ପହଞ୍ଚିବା ପରେ ସ୍ବତନ୍ତ୍ର କାରକେଡ ଜରିଆରେ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଛନ୍ତି । 

ଇଟିଭି ଭାରତ, ଭୁବନେଶ୍ବର  

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.