ଗୋବିନ୍ଦ ମୃତ୍ୟୁ ପାଇଁ କିଏ ଦାୟୀ ? ଶୁଣନ୍ତୁ କଣ କହୁଛନ୍ତି ହାଇକୋର୍ଟ ଆଇନଜୀବୀ

By

Published : Dec 20, 2022, 10:55 PM IST

Updated : Feb 3, 2023, 8:36 PM IST

thumbnail

କଟକ: ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଛନ୍ତି । ମଙ୍ଗଳବାର କଣ୍ଟାବାଞ୍ଜି ଜେଲ ପରିସରରେ ନିଜ ବେକରେ ଗାମୁଛା ଲଗାଇ ଗୋବିନ୍ଦ ଆତ୍ମହତ୍ୟା କରିଥିବା କୁହାଯାଉଛି । ତେବେ ଜେଲ ପରିସରରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ଅଭିଯୁକ୍ତ କିପରି ଆତ୍ମହତ୍ୟା କଲା, ସେନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏହା ମଧ୍ୟ ଏକ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହେଲାଣି । ତେବେ ଏନେଇ ଶୁଣନ୍ତୁ କଣ କହୁଛନ୍ତି ହାଇକୋର୍ଟ ଆଇନଜୀବୀ ।

Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.