ପ୍ଲାଷ୍ଟିକ ମୁକ୍ତ ବାଲିଯାତ୍ରା, ସ୍ବାଗତଯୋଗ୍ୟ ପଦକ୍ଷେପ କହିଲେ ଦର୍ଶକ

By

Published : Nov 13, 2022, 12:47 PM IST

Updated : Feb 3, 2023, 8:32 PM IST

thumbnail

ବାଲିଯାତ୍ରାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସିଏମସି ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି । ପାଣି ପିଇ ବୋତଲକୁ ବାହାରେ ନପକାଇ ଫେରାଇଲେ ଗ୍ରାହକଙ୍କୁ 5 ଟଙ୍କା ମିଳିବ ଭଳି ନିଷ୍ପତ୍ତି ନେଇଛି ସିଏମସି । ସେଥିପାଇଁ ବାଲିଯାତ୍ରାର ତଳ ପଡିଆ ଏବଂ ଉପର ପଡିଆରେ ଖୋଲା ଯାଇଛି 8ଟି ଷ୍ଟଲ । ପ୍ଲାଷ୍ଟିକ ମୁକ୍ତ ମେଳା କରିବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରାଯାଇଛି ଏହା ଏକ ଭଲ ପଦକ୍ଷେପ ବୋଲି କହିଛନ୍ତି ଦର୍ଶକ ।

Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.