ହୋଲି ଉତ୍ସବ ଖୁସିକୁ କରନ୍ତୁ ଦ୍ୱିଗୁଣିତ, ଘରେ ବନାନ୍ତୁ ଗୁଲାବଜାମୁନ

By

Published : Mar 8, 2023, 2:59 PM IST

thumbnail

ହାଇଦ୍ରାବାଦ: ଆଜି ଖୁସି, ରଙ୍ଗ ଏବଂ ଆନନ୍ଦର ପର୍ବ ହୋଲି । ହୋଲିର ସାତ ରଙ୍ଗରେ ରଙ୍ଗୀନ ଦେଶ । ଏହି ଉତ୍ସବରୁ ନେଇ ଆଜି ଘରେ ଘରେ ଖୁସିର ମାହୋଲ । ସକାଳୁ ରାତି ଯାଏଁ ସଭିଏଁ ହୋଲି ଖେଳିଥାନ୍ତି । ଏହି ପବିତ୍ର ଦିନରେ ଲୋକେ ହୋଲି ଖେଳିବା ସହ ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରିଥାଆନ୍ତି । ପ୍ରଥମେ ମିଠା ଖୁଆଇ ମୁହଁ ମିଠା କରିବା ସହ ହୋଲି ଖେଳି ଖୁସି ମନାଇଥାନ୍ତି । ତେବେ ହୋଲି ପାଇଁ ଆପଣଙ୍କ ଘରକୁ ଆସିଥିବା ଅତିଥିଙ୍କୁ କିଛି ମିଠା ତିଆରି କରି ଖୁଆଇବାକୁ ଚାହାନ୍ତି କି? ଆପଣ କମ ସମୟ ମଧ୍ୟରେ କିଛି ମିଠା ତିଆରି କରିବା ପାଇଁ ଚାହୁଁଥିଲେ ଘରେ ତିଆରି କରନ୍ତୁ ଗୁଲାବ ଜାମୁନ । ତେବେ ଆଉ ଡେରି ନକରି ଶିଖନ୍ତୁ ପ୍ରସ୍ତୁତି ପ୍ରଣାଳୀ । ଆଉ ନିସଙ୍କୋଚରେ ମିଠା ତିଆରି କରି ଖୁଆନ୍ତୁ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.