Kaju Katli: ଦୀପାବଳିରେ ଘରେ ବନାନ୍ତୁ କାଜୁ କତଲୀ

By

Published : Oct 18, 2022, 8:49 AM IST

Updated : Feb 3, 2023, 8:29 PM IST

thumbnail

ଆସୁଛି ଆଲୋକର ପର୍ବ ଦୀପାବଳି । ପରସ୍ପର ମଧ୍ୟରେ ଖୁସି ବାଣ୍ଟି ମନାନ୍ତୁ ଏହି ଆଲୋକର ପର୍ବ । ତେବେ ଏଥର ଦୀପାବଳିରେ ଆପଣଙ୍କ ଘରକୁ ଆସୁଥିବା ଅତିଥିଙ୍କୁ ଟିକେ ଭିନ୍ନ ଧରଣରେ ସ୍ବାଗତ କରି ଦୀପାବଳି ପାଳିବାକୁ ଚାହୁଁଛନ୍ତି କି ? ତେବେ ଘରେ ବନାନ୍ତୁ କାଜୁ କତଲୀ (Kaju Katli)। ଆଉ ଡେରି ନକରି ଆସନ୍ତୁ ଜାଣିବା କାଜୁ କତଲୀର ପ୍ରସ୍ତୁତ ପ୍ରଣାଳୀ ।

Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.