ବନାନ୍ତୁ ଚୁରମା ଲଡୁ, ଶିଖନ୍ତୁ ପ୍ରସ୍ତୁତି ପ୍ରଣାଳୀ

By

Published : Oct 26, 2022, 1:02 PM IST

Updated : Feb 3, 2023, 8:30 PM IST

thumbnail

ହାଇଦ୍ରାବାଦ: ବିଭିନ୍ନ ପ୍ରକାର ମିଠା ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ମୋତିଚୁର ଲଡୁ, ରସଗୋଲା ପ୍ରାୟ ସମସ୍ତଙ୍କ ପ୍ରିୟ ମିଠା ଥାଏ । ତେବେ ଚୁରମା ଲଡୁ କେବେ ଖାଇଛନ୍ତି କି । କଣ ଏହି ଚୁରମା ଲଡୁ ଆଉ କିପରି ଏହି ମିଠା ତିଆରି ହୁଏ । ଏହାକୁ ତିଆରି ପାଇଁ କଣ କଣ ସାମଗ୍ରୀ ଆବଶ୍ୟକ । ଜାଣିବା ପାଇଁ ଦେଖନ୍ତୁ ଏହାର ପ୍ରସ୍ତୁତି ଭିଡିଓ । ଶଖନ୍ତୁ ଏ ବନାନ୍ତୁ ଟେଷ୍ଟି ଟେଷ୍ଟି ଚୁରମା ଲଡୁ ।

Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.