Sweet Kozhukattai, ଏଥର ଗଣେଶ ପୂଜାରେ ଘରେ ବନାନ୍ତୁ କୋଡକଟ୍ଟାଇ ମିଠା

By

Published : Aug 29, 2022, 8:02 AM IST

Updated : Feb 3, 2023, 8:27 PM IST

thumbnail

ହାଇଦ୍ରାବାଦ: ଆସୁଛନ୍ତି ପାର୍ବତୀ ନନ୍ଦନ । ଦିନକ ପରେ ଧରାପୃଷ୍ଠରେ ବିରାଜିବେ ବିଘ୍ନ ବିନାଶକ । ଗଜାନନଙ୍କ ପ୍ରିୟ ମୋଦକ । ମିଠା କୋଡକଟ୍ଟାଇ ଜାଣିଛନ୍ତି କି । ତେବେ ଆଉ ଡେରି ନକରି କିପରି ତିଆରି ହୁଏ ମିଠା କୋଡକଟ୍ଟାଇ ଆଉ ଏହାକୁ ତିଆରି କରିବାକୁ କଣ କଣ ଆବଶ୍ୟକ ସାମଗ୍ରୀ ଦରକାର ଜାଣିବାକ ପାଇଁ ଦେଖନ୍ତୁ ଏହାର ପ୍ରସ୍ତୁତି ଭିଡିଓ ।

Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.