ତୈଳଦର ବୃଦ୍ଧି ନେଇ ଗର୍ଜିଲା କଂଗ୍ରେସ

By

Published : Apr 2, 2022, 3:38 PM IST

Updated : Feb 3, 2023, 8:21 PM IST

thumbnail

କଟକ: ଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା କଟକ ନଗର କଂଗ୍ରେସ । ଏହି ପ୍ରସଙ୍ଗକୁ ମୁଦ୍ଦା କରି ଆଜି (ଶନିବାର) ଜିଲ୍ଲାପାଳ ଅଫିସ ଘେରିଲା କଂଗ୍ରେସ କମିଟ । ନିତ୍ୟ ବ୍ୟବହାର୍ଯ୍ୟ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦାମ ଦିନକୁ ଦିନ ଅହେତୁକ ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଭାଳେଣି ପଡିଛି । ତେବେ ଏହି ଅସୁବିଧାର କାରଣ ହେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବୋଲି କହିଛି କଂଗ୍ରେସ । ତେବେ ଏହି ଦରଦାମ ଯଦି ନକମେ ତେବେ କଂଗ୍ରେସ ଯେଉଁ ଆଭିମୁଖ୍ୟ ନେବ, ତାହାପାଇଁ ଦାୟୀ ରହିବେ ସରକାର ବୋଲି କଂଗ୍ରେସ କହିଛି । କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 3, 2023, 8:21 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.