ସ୍ଥାୟୀ ନିଯୁକ୍ତି ଅଗ୍ରାଧିକାର ଦାବିରେ ଏମକେସିଜି କୋଭିଡ ଯୋଦ୍ଧା ନର୍ସଙ୍କ ଧାରଣା ଜାରି

By

Published : Dec 9, 2020, 5:56 PM IST

thumbnail

ବ୍ରହ୍ମପୁର: ସ୍ଥାୟୀ ନିଯୁକ୍ତିରେ ଅଗ୍ରାଧିକାର ପ୍ରଦାନ କରିବା ଦାବିରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ କୋଭିଡ ଯୋଦ୍ଧା ନର୍ସଙ୍କ ପକ୍ଷରୁ ଜାରି ରହିଛି ଧାରଣା । ଦୀର୍ଘ ନଅ ମାସ ଧରି କୋଭିଡ-୧୯ ପାଇଁ କାର୍ଯ୍ୟ କରି ଆସୁଥିବା ନର୍ସ ମାନଙ୍କୁ ସରକାରଙ୍କ ପକ୍ଷରୁ ବାହାର କରାଯାଇଥିବା ରାଜ୍ୟର ୬୪୩୨ ପଦବୀ ମଧ୍ୟରୁ କୋଭିଡ ଯୋଦ୍ଧାଙ୍କ ପାଇଁ କୌଣସି ସଂରକ୍ଷିତ ବ୍ୟବସ୍ଥା ନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସେପଟେ ଚାଲିଥିବା ଉକ୍ତ ଧାରଣାରେ ସାମିଲ ହୋଇଥିଲେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା । ଏହି ଅବସରରେ ଆନ୍ଦୋଳନରତ କୋଭିଡ ଯୋଦ୍ଧା ନର୍ସ ଏବଂ ବିଜେପି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ....

TAGGED:

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.